ODISHAPOLITICSTOP STORIES

ସୁରେଶ ପୂଜାରୀଙ୍କୁ ବିଜେପି ପକ୍ଷରୁ ମିଳିଲା ଆଉ ଏକ ଦାୟିତ୍ୱ

ବରଗଡ,୧୩ ।୬(ଓଡିଶା ଭାସ୍କର): ବରଗଡ ସାଂସଦ ସୁରେଶ ପୂଜାରୀଙ୍କୁ ଦଳ ପକ୍ଷରୁ ମିଳିଛି ଆଉ ଏକ ନୂଆ ଦାୟିତ୍ୱ । ବିଜେପିର ‘ସଦସ୍ୟ ସଂଗ୍ରହ ଅଭିଯାନ’ର ସହସଂଯୋଜକ ଭାବେ ସୁରେଶଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଶିବରାଜ ଚୌହ୍ୱାନଙ୍କୁ ‘ସଦସ୍ୟ ସଂଗ୍ରହ ଅଭିଯାନ’ର ସଂଯୋଜକ ଭାବେ ଚୟନ କରାଯାଇଛି । ଏଥି ସହ ଦୁଷ୍କନ୍ତ ଗୌତମ, ଅରୁଣ ଚତୁର୍ବେଦୀ, ଶ୍ରୀମତୀ ଶୋଭା ସୁରେନ୍ଦ୍ରନଙ୍କୁ ମଧ୍ୟ ସହସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ ।

Show More

Leave a Reply

Your email address will not be published. Required fields are marked *

Related Articles