NATIONALNEWSTOP STORIES

୧୭ରେ ବିଜେପି ପ୍ରଭାରୀଙ୍କ ବୈଠକ

ନୂଆଦିଲ୍ଲୀ, ୧୪ା୬: ଦିଲ୍ଲୀରେ ୧୭ରେ ସବୁ ବିଜେପି ପ୍ରଭାରୀଙ୍କ ବୈଠକ ହେବ । ଜୁଲାଇ ୧ସୁଦ୍ଧା ବିଜେପିର ସବୁ ଦଳୀୟ ବୈଠକ ଶେଷ ହେବ । ଜୁଲାଇ ୬ରୁ ଅଗଷ୍ଟ ୧୦ଯାଏ ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ । ଅତି କମରେ ୨.୨କୋଟି ସଭ୍ୟ ସଂଗ୍ରହ ହେବାର ଲକ୍ଷ୍ୟ ରଖାଯାଇଛି । ଅଗଷ୍ଟ ୩୧ଯାଏ ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ ଚାଲିବ । ଏବେ ଦୋବ୍ୟାପୀ ବିଜେପିର ୧୧କୋଟି ସଦସ୍ୟ ଅଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles