NEWSODISHATOP STORIES

ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ରୁଜୁ

କଟକ, ୧୪ା୬(ଓଡ଼ିଶା ଭାସ୍କର): ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ମାମଲା ହୋଇଛି । ଥାନାରେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାରର କରୁଥିବା ଅଭିଯୋଗ ଆଣିଛନ୍ତି ମହିଳା । ପୁରୀଘାଟ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ଅନୁଭବ ତାଙ୍କୁ ହଇରାଣ କରୁଥିବା ଘଟଣା ସମ୍ପର୍କରେ ଜଣାଇବାକୁ ମହିଳା ଜଣଙ୍କ ତାଙ୍କ ଘରକୁ ଯାଇଥିଲେ । ତାପରେ ସେଠାରେ ଅନୁଭବ ଅଶ୍ଳୀଳ ଗାଳି ଦେବା ସହ ଛେପ ପକାଇ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ତାଙ୍କ ନାମରେ ୨୯୪, ୩୫୪(କ), ୩୨୩, ୩୪ (ଆଇପିସି) ରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

Show More

Leave a Reply

Your email address will not be published. Required fields are marked *

Related Articles