NEWSODISHATOP STORIES

ମହିଳାଙ୍କ ଅଭିଯୋଗ ପ୍ରସଙ୍ଗକୁ ଖଣ୍ଡନ କଲେ ସାଂସଦ ଅନୁଭବ ମହାନ୍ତି

କଟକ, ୧୪ା୬(ଓଡ଼ିଶା ଭାସ୍କର): ଅନୁଭବ ମହାନ୍ତି ଓ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ ଆଣିଥିଲେ ଜଣେ ମହିଳା । ମହିଳାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବ । ଏବଂ ସେ କହିଛନ୍ତି ଯେ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ସେ କହିଛନ୍ତି । ମୋ ଭାଇ ଅନୁପ୍ରାସ ସମ୍ପୃକ୍ତ ମହିଳାଙ୍କୁ ଜାଣି ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ ଅନୁଭବ ଓ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ ଆଣିଥିଲେ ମହିଳା ।

Show More

Leave a Reply

Your email address will not be published. Required fields are marked *

Related Articles