NATIONALNATIONAL NEWSNEWSTOP STORIES

ନକ୍ସଲ ହମଲାରେ ୫ ପୋଲିସ ସହିଦ

ଝାଡ଼ଖଣ୍ଡ, ୧୪ା୬: ଝାଡ଼ଖଣ୍ଡର ସଢ଼େଇକଳାରେ ପୋଲିସ ଗାଡ଼ି ଉପରେ ନକ୍ସଲ ହମଲା କରିଥିବା ସୂଚନା ମିଳିଛି । ନକ୍ସଲଙ୍କ ଅତର୍କିତ ଆକ୍ରମଣରେ ୫ଜଣ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ୮ରୁ ୧୦ଜଣ ନକ୍ସଲ ବାଇକରେ ଆସି ଆଖିବୁଜା ଗୁଳି ଚଳାଇଥିଲେ ନକ୍ସଲ । ତିରୁଲଡ଼ିହ ଥାନା କୁକଡ଼ୁ ହାଟରେ ଗୁଳି କରିଥିବା ଜଣାପଡ଼ିଛି । ୨ଜଣ ଏଏସଆଇ ଓ ୩ଜଣ କନେଷ୍ଟବଳ ସହିଦ ହୋଇଛନ୍ତି ।

Show More

Leave a Reply

Your email address will not be published. Required fields are marked *

Related Articles