HOCKEYSPORTTOP STORIES

FIH ହକି ସିରିଜରେ ଫାଇନାଲରେ ଭାରତ

ଭୁବନେଶ୍ୱର, ୧୪ା୬(ଓଡ଼ିଶା ଭାସ୍କର): FIH ହକି ସିରିଜ ଫାଇନାଲ୍ସର ଫାଇନାଲରେ ଭାରତ ଅଛି । ସେମିରେ ଜାପାନକୁ ୭-୨ ଗୋଲରେ ହରାଇଛି ଭାରତ । ଆସନ୍ତା କାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଳ ଖେଳିବ ଭାରତ ।

Show More

Leave a Reply

Your email address will not be published. Required fields are marked *

Related Articles