NATIONALNATIONAL NEWSNEWSTOP STORIES

ଶିଷ୍ଟାଚାର ଭୁଲିଗଲେ, ରାଷ୍ଟ୍ରନେତାଙ୍କୁ ସ୍ୱାଗତ ବେଳେ ଏକା ଆସନରେ ବସି ରହିଥିଲେ ଇମ୍ରାନ

ନୂଆଦିଲ୍ଲୀ, ୧୪ା୬: ଏସସିଓ ସମ୍ମିଳନୀରେ ଶିଷ୍ଟାଚାର ଭୁଲି ଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ରାଷ୍ଟ୍ରନେତାଙ୍କୁ ସ୍ୱାଗତ ବେଳେ ଏକାକୀ ଆସନରେ ବସି ରହିଥିଲେ ଇମ୍ରାନ । ବିଶ୍ୱ ନେତୃତ୍ୱବୃନ୍ଦ ଛିଡ଼ା ହୋଇ ରାଷ୍ଟ୍ରନେତାଙ୍କୁ ସ୍ୱାଗତ କରୁଥିଲା ବେଳେ ଇମ୍ରାନ ବସି ରହିଥିଲେ । ଇମ୍ରାନଙ୍କ ପିଟିଆଇ ଅଫିସିଆଲ ଟୁଇଟରରେ ଏନେଇ ଭିଡ଼ିଓ ଭାଇରାଲ ହୋଇଛି ।

Show More

Leave a Reply

Your email address will not be published. Required fields are marked *

Related Articles