fbpx

କନ୍ଧମାଳରେ ପୁଣି ଏନକାଉଣ୍ଟର

କନ୍ଧମାଳ,୨୩ ।୭(ଓଡିଶା ଭାସ୍କର): କନ୍ଧମାଳରେ ପୋଲିସ ଏନକାଉଣ୍ଟରେ ୨ ମାଓବାଦୀ ନିହତ ହୋଇଛନ୍ତି । ମୃତ ମାଓବାଦୀଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟ ଜଣେ ମହିଳା ସାମିଲ ଥିବା ଜଣାପଡିଛି । ତୁମୁଡିବନ୍ଧ ନିକଟରେ ଏବେ ବି କମ୍ବିଂ ଅପରେସନ ଜାରି ରହିଛି । କନ୍ଧମାଳ ଏସପିଙ୍କ ନେତୃତ୍ୱରେ ଡିଏଏଫ ଓ ଏସଓଜି ଚଳାଇଛନ୍ତି କମ୍ବିଂ ଅପରେସନ । ଆଉ କିଛି ସମୟ ପରେ ବିସ୍ତୃତ ସୂଚନା ଦେବେ ପୋଲିସ ମହାନିର୍ଦ୍ଦେଶକ । ଅନ୍ୟପଟେ ମାଓବାଦୀଙ୍କୁ ଆତ୍ମସମର୍ପଣର ଆହ୍ୱାନ ଦେଇଛନ୍ତି ପୋଲିସ ଡିଜି ଅଭୟ ।

Get real time updates directly on you device, subscribe now.