fbpx

ଅଭିନେତା ପିଣ୍ଟୁ ନନ୍ଦଙ୍କ ନାମରେ ଅଭିଯୋଗ

ଭୁବନେଶ୍ୱର,୩୦/୭(ଓଡିଶା ଭାସ୍କର): ଅଭିନେତା ପିଣ୍ଟୁ ନନ୍ଦଙ୍କ ନାମରେ କାଷ୍ଟିଂ କାଉଚ୍ ଅଭିଯୋଗ । ପିଣ୍ଟୁଙ୍କ ସମେତ ୪ ଜଣଙ୍କ ନାମରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବ ସହ ମାମଲା ରୁଜୁ ହୋଇଛି ।

୪ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ନିର୍ଦ୍ଦେଶକ, ପ୍ରଯୋଜକ ଓ କାଷ୍ଟିଂ ଡାଇରେକ୍ଟର । ସିନେମାରେ ସୁଯୋଗ ପାଇବାକୁ ହେଲେ କମ୍ପ୍ରମାଇଜ୍ କରିବାକୁ ପିଣ୍ଟୁ ବାଧ୍ୟ କରିଥିବା ଏତଲାରେ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.