fbpx

ଲାଞ୍ଚ ମାଗି ଏଏସଆଇ ନିଲମ୍ବିତ

ଅନୁଗୁଳ, ୩୧ା୭(ଓଡ଼ିଶା ଭାସ୍କର): ଅନୁଗୁଳ ସ୍ଥିତ ରେଙ୍ଗାଲି ଥାନା ଏଏସଆଇ କାର୍ତ୍ତିକ ବେହେରା ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରିଛନ୍ତି ଏସପି ଜଗମୋହନ ମିନା । ସୂଚନା ଯୋଗ୍ୟ ଯେ ଘରୋଇ କଳି ସମାଧାନ ପାଇଁ ସେ ଲାଞ୍ଚ ମାଗୁଥିଲେ । ଲାଞ୍ଚ ମାଗିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.