NATIONALTOP STORIES

ତୃତୀୟଲିଙ୍ଗୀଙ୍କୁ ମଲ୍‌ ମନା

ମହାରାଷ୍ଟ୍ର ପୁନେର ଜଣେ ତୃତୀୟ ଲିଙ୍ଗିଙ୍କୁ ଫୋନିକ୍ସ ମାର୍କେଟସିଟିରେ ପ୍ରବେଶ କରିବାକୁ ବାରଣ କରାଯାଇଥିବା ଅଭିଯୋଗ ହୋଇଛି। ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷାକର୍ମୀ ତାଙ୍କୁ ତନଖି କରିବା ସହ ମଲ୍ ଭିତରକୁ ତୃତୀୟ ଲିଙ୍ଗିଙ୍କ ପ୍ରବେଶ ନିଷେଧ ରହିଥିବା କହିଥିଲେ। ସୋନାଲି ଦଲ୍‌ଭି ନାମକ ଏହି ଟ୍ରାନ୍ସଜେଣ୍ଡର ଗୁରୁବାର ସନ୍ଧ୍ୟାରେ ମଲରେ ପ୍ରବେଶ କରିବା ସମୟରେ ତାଙ୍କୁ ସିକ୍ୟୁରିଟି ଚେକିଙ୍ଗର ସାମ୍‌ନା କରିବାକୁ ପଡିଥିଲା। କେଉଁ ଆଧାରରେ ତାଙ୍କୁ ମଲ୍ ଭିତରକୁ ଯିବା ବାରଣ କରାଯାଉଛି ବୋଲି ମଧ୍ୟ ସେ ସୁରକ୍ଷାକର୍ମୀଙ୍କୁ ପ୍ରଶ୍ନ କରିଥିଲେ।  ବହୁ ଯୁକ୍ତଯୁକ୍ତି ପରେ ତାଙ୍କୁ ମଲ୍ ଭିତରକୁ ପ୍ରବେଶ କରିବାକୁ ଦିଆଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close