NATIONALTOP STORIES

ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତିହେଲେ ଲାଲୁ

ଡାକ୍ତରଖାନାରେ ଭର୍ତ୍ତିହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆଜି ତାଙ୍କୁ ରାଜେନ୍ଦ୍ର ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ମେଡିକାଲ ସାଇନସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।  ଡିସେମ୍ବର ମାସରେ ତାଙ୍କର ଛାତିରେ ଅସ୍ତ୍ରୋପଚାର ହୋଇଥିଲା। ତାଙ୍କୁ ଠିକ୍‌ ସମୟରେ ଔଷଧ ଦିଆଯାଉ ନ ଥିବାରୁ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା କଥା ପତ୍ନୀ ରାବ୍ରି ଦେବୀ ଅଭିଯୋଗ କରିଛନ୍ତି ।ତେବେ ଅଚାନକ ଲାଲୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏଭଳି ଅବନତି ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ବଡପୁଅ ତେଜ ପ୍ରତାପ ଯାଦବ ଓ ଶହ ଶହ ସମର୍ଥକ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି

Show More

Related Articles

Leave a Reply

Your email address will not be published. Required fields are marked *

Close