fbpx

ରାଜ୍ୟ ବିକାଶ ପାଇଁ ୨୦୨୦ ଏଜେଣ୍ଡା

ଭୁବନେଶ୍ୱର, ୧ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି ସବୁ ବିଭାଗର ଅଫିସର ଓ କର୍ମଚାରୀ । ନୂଆବର୍ଷ ଶୁଭେଚ୍ଛା ସହ ୨୦୨୦ର ଏଜେଣ୍ଡା କହିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟକୁ ସବୁ ମାନଦଣ୍ଡରେ ଶ୍ରେଷ୍ଠ ୩ଟି ସ୍ଥାନରେ ରଖିବା ଲକ୍ଷ୍ୟ ବୋଲି ଅସିତ କହିଛନ୍ତି । ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ନୂଆବର୍ଷ ଏଜେଣ୍ଡା ହେଉଛି ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ବିକାଶ ଉପରେ ନଜର ରହିବ । ପୁରୀରେ ବିକାଶ କାର୍ଯ୍ୟକ୍ରମକୁ ବି ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.