fbpx

ଇରାକ ଉପରେ ଆମେରିକାର ବିମାନ ଆକ୍ରମଣ

ଇରାକ, ୩ା୧: ବାଗଦାଦ୍ ଏୟାରପୋର୍ଟରେ ଆମେରିକା ଆକ୍ରମଣ କରିଥିବା ସୂଚନା ମିଳିଛି । ବିମାନ ବନ୍ଦର ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୮ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ କୁର୍ଦ୍ଦୁଶ ଫୋର୍ସର ମୁଖ୍ୟ ଜେନେରାଲ କାସିମ ସୁଲେମାନି ନିହତ ହୋଇଥିବା ଜଣାପଡ଼ିଛି । ସୁଲେମାନିର ମୃତ୍ୟୁ ନେଇ ସ୍ପଷ୍ଟି କରିଛି ହ୍ୱାଇଟ ହାଉସ । ଏହାସହ ଇରାକର ମିଲିସିଆ କମାଣ୍ଡର ଅବୁ ମହହି ଉଲ-ମୁହାନ୍ଦିସ ନିହତ ମଧ୍ୟ ହୋଇଛି ।

Get real time updates directly on you device, subscribe now.