ENTERTAINMENTNATIONALTOP STORIES

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଦୀପିକା-ରଣବୀର

ବଲିଉଡ୍‌ର ପ୍ରେମୀ ଯୁଗଳ ଦୀପିକା ପାଦୁକୋନ ଓ ରଣବୀର କପୁର ଚଳିତ ବର୍ଷ ଶେଷ ଆଡକୁ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଶୁଣିବାକୁ ମିଳୁଛି।ଉଭୟଙ୍କ ବିବାହ ତାରିଖ ଫାଇନାଲ ହୋଇଯାଇଥିବା ଏବେ ଶୁଣିବାକୁ ମିଳୁଛି । ସୂତ୍ର ଅନୁସାରେ, ଦୀପିକା ଏବଂ ରଣବୀର ଉଭୟଙ୍କ ପରିବାର ମିଶି ବିବାହ ପାଇଁ ସେପ୍ଟେମ୍ବର ଏବଂ ଡିସେମ୍ବରରେ ୪ଟି ତାରିଖ ଫିକ୍ସ କରିଛନ୍ତି । ବିବାହରେ କେବଳ ନିକଟସ୍ଥ ବନ୍ଧୁବାନ୍ଧବ ଏବଂ ସମ୍ପର୍କୀୟ ଯୋଗ ଦେବେ । ତେବେ କିଛିଦିନ ତଳେ ଦୀପିକାଙ୍କୁ ନିଜ ମାଆ ଓ ଉଭଣୀଙ୍କ ସହ ଜ୍ୱେଲେରୀ ସପିଂ କରୁଥିବା ମଧ୍ୟ ସ୍ପଟ କରାଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close