fbpx

ଓଡ଼ିଶା, ବିହାରଓ ପଶ୍ଚିମବଙ୍ଗରେ ଜଣେ ବି ଚାଷୀଙ୍କ ମୃତ୍ୟୁ ଘଟିନି: ୨୦୧୮ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ, ୯ା୧: ଆଜି ଏନସିଆରବି-୨୦୧୮ ରିପୋର୍ଟ ପ୍ରକାଶ ପାଇଛି । ସେହି ରିପୋର୍ଟରେ ଗରିବୀ ପାଇଁ ଦେଶରେ ଆତ୍ମହତ୍ୟା ବଢ଼ୁଛି ବୋଲି ରହିଛି । ୨୦୧୮ରେ ଗରିବୀ ପାଇଁ ସର୍ବାଧିକ ଆତ୍ମହତ୍ୟା ଘଟିଛି । ଯେଉଁମାନଙ୍କର ବାର୍ଷିକ ଆୟ ୧ଲକ୍ଷରୁ ଟଙ୍କାରୁ କମ ସେମାନେ ଏହିପରି କରୁଛନ୍ତି । ଆତ୍ମହତ୍ୟାକାରୀଙ୍କ ମଧ୍ୟରେ ମୁଖ୍ୟତଃ ଦିନ ମଜୁରିଆ ଓ ଚାଷୀ ରହିଛନ୍ତି । ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଚାଷୀ ମୃତ୍ୟୁସଂଖ୍ୟା ଅଧାରୁ ଅଧିକ ରହିଥିବା ସୂଚନା ମିଳିଛି । ଏହାସହ ଓଡ଼ିଶା, ବିହାର ଓ ପଶ୍ଚିମବଙ୍ଗରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିନଥିବା ରିପୋର୍ଟରୁ ଜଣାପଡ଼ିଛି । ଦେଶରେ ଦିନକୁ ହାରାହାରି ୮୦ଟି ହତ୍ୟା ଏବଂ ୯୧ଟି ବଳାତ୍କାର ମାମଲା ହେଉଛି ।

Get real time updates directly on you device, subscribe now.