BLOGTOP STORIES

ମଙ୍ଗଳବାର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ଭଲ ରହିବ। ଲାଗି ରହିଥିବା ଅଶାନ୍ତି ଦୂର ହେବ। ବିଦ୍ୟାର୍ଥୀ ପାଠପଢାରେ ମନ ଦେବେ।

ବୃଷ: ନୂତନ ଦାୟିତ୍ୱ ଗ୍ରହଣ କରିବେ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ। ନୂଆ ଜମି କିଣିବା ପାଇଁ ଯୋଜନା କରିବେ।

ମିଥୁନ: ବ୍ୟବସାୟ କରିବା ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି। ଶାରୀରିକ ଭାବେ ସୁସ୍ଥ ରହିବେ।ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବ।

କର୍କଟ: ସୁଖ ସମ୍ମାନ ଲାଭ କରିପାରନ୍ତି। କ୍ୟାରିୟର୍‌ରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ଛାତ୍ରଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ।

ସିଂହ: ଆଜି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ବ୍ୟବସାୟରେ ଆମଦାନୀ ପାଇଁ ନୂଆ ମାଧ୍ୟମ ଦରକାର ହେବ। ଅଚାନକ ଖୁସି ଖବର ପାଇବେ।

କନ୍ୟା:  ଆଜି ଆପଣ ବାକିଥିବା କାମ ଶେଷ କରିବାକୁ ଅନେକ ପରିଶ୍ରମ କରିବେ। ଚାକିରୀରେ ଦୂର ସ୍ଥାନକୁ ବଦଳି ହୋଇପାରେ।

ତୁଳା: ବାଦ-ବିବାଦ ଭିତରେ ପଶନ୍ତୁ ନାହିଁ। ଖର୍ଚ୍ଚ ବଢ଼ିବ l ସାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନା କରନ୍ତୁ।

ବିଛା: ଆର୍ଥିକ ସମସ୍ୟାର ସମାଧାନ ହେବ। ବିଭିନ୍ନ ସୂତ୍ରରୁ ଧନଲାଭର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ।

ଧନୁ: ସାମାଜିକ କାର୍ଯ୍ୟରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କ୍ୟାରିୟର ଗଢିବା ପାଇଁ ଭଲ ଅବସର ପାଇବେ। ଯେଉଁ କାର୍ଯ୍ୟ କରିବେ ସଫଳତା ମିଳିବାର ସମ୍ଭାବନା ରହିଛି।

ମକର: ପରିବାରରେ ହସ ଓ ଖୁସିର ବାତାବରଣ ରହିବ।  ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।

କୁମ୍ଭ: ଅନେକ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଉଧାର ଦେଇଥିବା ଅର୍ଥ ଫେରିପାଇବେ। ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥତା ଅନୁଭବ କରିବେ।

ମୀନ: ଆଜି ସାରାଦିନ ଖୁସି ମନରେ ରହିବେ। ପ୍ରେମ ପ୍ରସଙ୍ଗରେ ସଫଳତା ପ୍ରାପ୍ତି ହେବ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ।ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Close