BLOGTOP STORIES

ବୁଧବାର ରାଶିଫଳ

ମେଷ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଓ ମନ ଭଲ ରହିବ।  ପରିବାରରେ ଏକତା ଓ ପ୍ରେମ ବଢିବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ।

ବୃଷ: ବିଭିନ୍ନ ଦିଗରୁ ଧନାଗମ ହେବ। ସବୁ କାମରେ ସଫଳତା ହାସଲ କରିବେ। ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ବଢିବ।

ମିଥୁନ: ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।ପାରିବାରିକ ସୁଖ ଓ ଶାନ୍ତି ବଜାୟ ରହିବ। ପ୍ରେମ ମାମଲାରେ ସଫଳ ହେବେ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସାମାଜିକ ସମାରୋହରେ ଯୋଗଦାନ କରିବାର ସୁଯୋଗ ମିଳିବ।

ସିଂହ: ଆଜି ଆପଣ ଯେଉଁ ଯୋଜନା ପ୍ରସ୍ତୁତ କରିବେ ସେଥିରୁ ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

କନ୍ୟା: ଆଜି ଭାଗ୍ୟ ଆପଣଙ୍କ ସାଙ୍ଗରେ ରହିବ। ପ୍ରେମ ବ୍ୟାପାର ପାଇଁ ଦିନଟି ଭଲ। ଛାତ୍ରଛାତ୍ରୀ ପାଠପଢାରେ ଅନେକ ସଫଳ ହେବେ।

ତୁଳା: ଭାଗ୍ୟଶାଳୀ ହୋଇପାରନ୍ତି। ସନ୍ଧ୍ୟା ସମୟରେ ସାଙ୍ଗସାଥୀଙ୍କ ସହ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରନ୍ତି।

ବିଛା: ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ରାଜନୀତିରେ ପଦ ପ୍ରାପ୍ତ ହୋଇପାରେ।

ଧନୁ: ଆଜି ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟଙ୍କ ଲାଗି ସମୟ ଲାଭପ୍ରଦ ରହିଛି। ଆର୍ଥିକ ଲାଭର ସମ୍ଭାବନା ରହିଛି।

ମକର: ପରିଶ୍ରମର ମୂଲ୍ୟ ମିଳିବ। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ଧାର୍ମିକ ଅନୁଷ୍ଠାନ ପ୍ରତି ରୁଚି ବଢିବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ସହଜ ହେବ।  ବ୍ୟବସାୟରୁ ପ୍ରଚୁର ଲାଭ ପାଇବେ। କୌଣସି ଶୁଭ ଖବର ପାଇବେ।

ମୀନ:  ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଅଫିସ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

Show More

Related Articles

Leave a Reply

Your email address will not be published. Required fields are marked *

Close