fbpx

ଅଷ୍ଟ୍ରେଲିଆ ଆଗରେ ୨୫୬ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ନୂଆଦିଲ୍ଲୀ, ୧୪ା୧: ଭାରତ- ଅଷ୍ଟ୍ରେଲିଆ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଭାରତ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ରଖିଛି ୨୫୬ ରନ । ଭାରତ ୪୯.୧ ଓଭରରେ ୨୫୫ରନରେ ଅଲଆଉଟ ହୋଇଛି । ଶିଖର ଧୱନ ୭୪ରନ କରିଥିବା ବେଳେ କେ.ଏଲ.ରାହୁଲ ୪୭ରନରେ ଅଲଆଉଟ ହୋଇଛନ୍ତି । ଅଷ୍ଟ୍ରେଲିଆର ମିଚେଲ ଷ୍ଟ୍ରାକଙ୍କୁ ସର୍ବାଧିକ ୩ଟି ୱିକେଟ ମିଳିଛି । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

Get real time updates directly on you device, subscribe now.