fbpx

ବୋଲେରେକୁ ପିଟିଲା ଟ୍ରକ୍, ୧୫ଗୁରୁତର

ବାଲେଶ୍ୱର,୧୮ା୧(ଓଡ଼ିଶା ଭାସ୍କର): ବାଲେଶ୍ୱର ଚନ୍ଦନେଶ୍ୱର ନହରା ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ବୋଲେରେକୁ ଏକ ଟ୍ରକ ପିଟି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ୧୫ଜଣ ଆହତଙ୍କ ମଧ୍ୟରୁ ୫ଜଣ ତୀର୍ଥଯାତ୍ରୀ ଗୁରୁତର ହୋଇଛନ୍ତି । ଗୁରୁତର ୫ଜଣ ଯାତ୍ରୀଙ୍କୁ ଜଳେଶ୍ୱର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.