ଭୁବନେଶ୍ୱର,୧୯।୧(ଓଡିଶା ଭାସ୍କର): ଜାନୁଆରୀ ୩୧ରେ ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ହେବ। ଏହି ସମ୍ମିଳନୀ ଭୁବନେଶ୍ୱରରେ ହେବ ।ସମ୍ମିିଳନିରେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବା ସମ୍ଭାବନା ରହିଛି।ଲୋକସେବା ଭବନର କନଭେସନ ହଲରେ ଏହି ବୈଠକ ହେବ। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଯୋଗ ଦେଇପାରନ୍ତି ବୋଲି ସୂଚନା ମିିଳିଛି।
Get real time updates directly on you device, subscribe now.
Prev Post
Next Post