fbpx

ଆସନ୍ତାକାଲି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, ୧୯ା୧: ଜାନୁଆରି ୨୦ରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ହେବ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରୁ ଅଂଶଗ୍ରହଣ କରିବେ ୨୮ଜଣ ଛାତ୍ରଛାତ୍ରୀ । ନୂଆଦିଲ୍ଲୀର ଟାଲକେଟେରା ଷ୍ଟାଡ଼ିଅମରେ ଏହି କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମ ନେଇ ସାରା ଦେଶରୁ ୨୨୦୦ ଛାତ୍ରଛାତ୍ରୀ ମନୋନୀତ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.