fbpx

୬ ଲେନ୍ ହେବ କଟକ ରିଂ ରୋଡ୍: ମୁଖ୍ୟମନ୍ତ୍ରୀ

କଟକ,୨୩ ।୧(ଓଡିଶା ଭାସ୍କର): କଟକ ମହାନଦୀ ହାଡିଆ ପଠାରେ ପହଞ୍ଚି ଏସସିବି ପାଇଁ ଆଜି ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ ପାଇଁ ମାର୍ଚ୍ଚ ପହିଲାରୁ କାମ ଆରମ୍ଭ ହେବ । ୬ ଲେନ୍ ବିଶିଷ୍ଟ କଟକର ରିଂ ରୋଡ୍ ନିର୍ମାଣ ହେବ । ମହାନଦୀ ପଠାରେ ୪୨୧ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ହେବ । କ୍ରୀଡା, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରକଳ୍ପ ମଧ୍ୟ ଆରମ୍ଭ ହେବ । ଏହା ସହ ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜ ପରଣ ଓ ପାର୍କିଂକୁ ଗୁରୁତ୍ୱ ଦିଆଯିବ ବୋଲି ନବୀନ କହିଛନ୍ତିି ।

Get real time updates directly on you device, subscribe now.