ENTERTAINMENTNATIONALTOP STORIES

ପ୍ୟାଡ-ମ୍ୟାନଙ୍କ ନାଁରେ ଥାନାରେ ମାମଲା

 ସୂଚନା ଅନୁସାରେ, ଫିଲ୍ମର ପ୍ୟାଡମ୍ୟାନ ଚରିତ୍ରରେ ଥିବା ଅକ୍ଷୟ କୁମାରଙ୍କ ନାଁରେ ଏଫଆଇଆର ଦିଆଯାଇଛି। ରାଇଟର ରିପୁ ଦମନ ଜାୟସୱାଲ ଏହି ଏଫଆଇଆର ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ପ୍ୟାଡମ୍ୟାନର କାହାଣୀ ତାଙ୍କ ଠାରୁ ଚୋରି କରାଯାଇଛି।ରାଇଟରଙ୍କ ଅଭିଯୋଗ ଦେଢବର୍ଷ ପୂର୍ବେ ଏଭଳି ଏକ କାହାଣୀ ସେ ଲେଖିଥିଲେ ଏବଂ ରେଜିଷ୍ଟର ମଧ୍ୟ କରାଇଥିଲେ। କିଛି ସମସ୍ୟା କାରଣରୁ ପ୍ରଡକ୍ସନ ବ୍ୟାନରର ପରିବର୍ତ୍ତନ ହୋଇଥିଲା। ଆଉ ଏହାର କିଛିଦିନ ପରେ ହିଁ ଜଣାପଡିଥିଲା ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନାଙ୍କ ପ୍ରଡକ୍ସନ ହାଉସରେ ଏହି ଫିଲ୍ମ ନିର୍ମାଣ କରାଯାଇଛି। ତେବେ ଏହାକୁ ନେଇ ବିରୋଧ କରିଥିଲେ ରାଇଟର ରିପୁ ଦମନ। ଏହି ଅଭିଯୋଗ ଆଣି ମାମଲା ଦାୟର କରିବା ସହ ଏହି କେସକୁ କୋର୍ଟରେ ଲଢିବାକୁ ଖୁଲମଖୁଲା ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି।
Show More

Related Articles

Leave a Reply

Your email address will not be published. Required fields are marked *

Close