fbpx

ନୟାଗଡର ବାପା-ଝିଅଙ୍କୁ ମିଳିବ ପଦ୍ମଶ୍ରୀ

ଭୁବନେଶ୍ୱର,୨୫ ।୧(ଓଡିଶା ଭାସ୍କର): ଚଳିତବର୍ଷ ପାଇଁ ପଦ୍ମ ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି । ଓଡିଶାର ରାଧାମୋହନ ଓ ସାବରମତିଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ଜୈବିକ କୃଷି କ୍ଷେତ୍ରରେ ନୟାଗଡର ବାପା ଓ ଝିଅଙ୍କୁ ଦିଆଯିବ ଏହି ପଦ୍ମଶ୍ରୀ ସମ୍ମାନ । ରାଧାମୋହନଙ୍କ ବୟସ ୭୬ ହୋଇଥିବା ବେଳେ ଝିଅ ସାବରମତିଙ୍କ ବୟସ ୪୭ ବର୍ଷ ବୋଲି ଜଣାପଡିଛି ।

Get real time updates directly on you device, subscribe now.