fbpx

ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୨୬।୧(ଓଡିଶା ଭାସ୍କର): ସାରା ଦେଶ ପାଳୁଛି ୭୧ ତମ ଗଣତନ୍ତ୍ର ଦିବସ ।
ସାଧାରଣତନ୍ତ୍ର ଦିବସ ଅବସରରେ ସାରା  ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହା ସହ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ।

Get real time updates directly on you device, subscribe now.