ODISHATOP STORIES

ସମ୍ବଲପୁର ସାଶନ କେନାଲରେ ୬୦ ଫୁଟର ଘାଇ, ଚାଷଜମି ନଷ୍ଟ

ସମ୍ବଲପୁର ତାଲବ ନିକଟରେ ମହାନଦୀର ଶାସନ କେନାଲ ଘାଇ ସୃଷ୍ଟି ହୋଇଛି । ଏଥିଯୋଗୁଁ କେନାଲ ପାଣି ଜମିରେ ମାଡି ଯାଇ କୃତ୍ରିମ ବନ୍ୟା ସୃଷ୍ଟି କରିଛି । ଏଥିରେ ୫୦ ଫୁଟ୍‌ ଓସାରର ଘାଇ ସୃଷ୍ଟି ହୋଇଛି ।

ଘଟଣାସ୍ଥଲରେ ସମ୍ବଲପୁର ତହସିଲଦାରଙ୍କ ସହ ଜଳସେଚନ ବିଭାଗର ଯନ୍ତ୍ରୀ ଓ ଅଧିକାରୀ ପହଞ୍ଚିଛନ୍ତି । ଏହି କେନାଲ ବନ୍ଧକୁ ଠିକ୍‌ ଭାବେ ରକ୍ଷଣ ବେକ୍ଷଣ କରାଯାଉ ନ ଥିବା ସ୍ଥାନୀୟ ଲୋକ ଅଭଯୋଗ କରିଛନ୍ତି । ଏବେ ଏହି କେନାଲରେ ପାଣି ଛାଡିବା ପାଇଁ  ହୀରାକୁଦ କର୍ତ୍ତୃପକ୍ଷଙ୍କୁ ମନା କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close