Uncategorized

ଶାହରୁଖଙ୍କ ଅନସ୍କ୍ରିନ୍ ଝିଅ ସନାଙ୍କ ହଟ୍ ଫଟୋ ସୁଟ୍

ଶାହରୁଖ୍ ଅନସ୍କ୍ରିନ୍ ଝିଅ ସନାଙ୍କ ହଟ୍ ଫଟୋ ସୁଟ୍
୧୯୯୮ରେ ଶିଶୁ କଳାକାର ସନା ସୈଦ୍ ଫିଲ୍ମ ‘କୁଛ୍ କୁଛ୍ ହୋତାହୈ’ ମାଧ୍ୟମରେ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁ ଯାଇଥିଲେ । ସେତେବେଳେ ସେ ଶାହରୁଖ୍ଙ୍କର ଅନ୍ସ୍କ୍ରିନ୍ ଝିଅ ଭୂମିକାରେ ଅଭିନୟ କରି ବେଶ୍ ପ୍ରଶଂସିତ ହୋଇଥିଲେ । ସେହି ଝିଅ ସନା ଏବେ ଯୌବନରେ ପାଦ ଦେଇଛନ୍ତି । ଏବେ ସେ ବୋଲ୍ଡ ଫଟୋ ସୁଟ୍ କରି ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ଏହି ଫଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସନା ଏହି ସବୁ ଫଟୋକୁ ଫଟୋ ଶେୟାରିଂ ସାଇଟ୍ ଇନ୍ଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି । ତାଙ୍କର ପ୍ରଶଂସକମାନେ ଏହି ସବୁ ଫଟୋକୁ ଲାଇକ୍ କମେଣ୍ଟ କରି କରି ଥକି ପଡ଼ିଲେଣି । ଅସଲି ଜୀବନରେ ସନା ଭାରି ବୋଲ୍ଡ, ଯାହାକି ତାଙ୍କର ଏହି ଫଟୋକୁ ଦେଖି ଜଣାଯାଉଛି । କିଛିଦିନ ତଳେ ସନା ଆଇଏସ୍ୟୁ ବୟ ଜେପଲଙ୍କ ସହିତ ମିଶି ନିଜର ନୂଆ ଫଟୋ କଲେକ୍ସନ ‘ ଦି ଲାଷ୍ଟ ଫ୍ଲିଙ୍ଗ ୱିଥ୍ ସମର’ ଲଞ୍ଚ କରିଛନ୍ତି । ଏହି କଲେକ୍ସନ ଫଟୋ ଗର୍ମେଣ୍ଟସ୍ରେ ସୌକ ରଖୁଥିବା ଉପଭୋକ୍ତାଙ୍କ ପାଇଁ ବହୁତ ସ୍ପେଶାଲ ପ୍ରମାଣିତ ହେବ ।

Show More

Related Articles

Leave a Reply

Your email address will not be published. Required fields are marked *

Close