fbpx

ବିଜେପିରେ ମିଶିବେ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ

ନୂଆଦିଲ୍ଲୀ,୨୯ ।୧: ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ ଆଜି ଭାରତୀୟ ଜନତା ପାଟି ବା ବିଜେପିରେ ମିଶିପାରନ୍ତି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଆଉ କିଛି ସମୟ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପୀ ନଡ୍ଡା ସାଇନାଙ୍କୁ ଦଳରେ ବିଧିବଦ୍ଧ ଭାବେ ସାମିଲ କରିବେ । ତେବେ ସାଇନା ନେହୱାଲଙ୍କ ପୂର୍ବରୁ ରେସଲର ଯୋଗେଶ୍ୱର ଦତ୍ତ ଓ ବବୀତା ଫୋଗାଟ ବିଜେପିରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.