NATIONALTOP STORIES

ଗରିବନାଥ ମନ୍ଦିରରେ ଦଳା ଚକଟା, ୨୭ ଆହତ

ମୂଜାଫର୍ ନଗର: ବିହାରର ମୂଜାଫ୍ରର ନଗର ଗରିବ ନାଥ ମନ୍ଦିର ରେ ସୋମବାର ଘଟିଛି ଅଘଟଣ। ଦଳା ଚକଟା ଘଟି ୨୭ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସୋମବାର ଜଳାଭିଷେକ ପାଇଁ ମନ୍ଦିରରେ ଭିଡ ଜମିଥିବା ବେଳେ ଏଭଳି ଘଟିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close