fbpx

ଅନୁଗୁଳ ଥାନା SI ନିଲମ୍ବିତ

ଅନୁଗୁଳ,୩୦ ।୧(ଓଡିଶା ଭାସ୍କର): ଅଭିଯୁକ୍ତଙ୍କୁ ଖସାଇ ଦେବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଅନୁଗୁଳ ଥାନ ଏସଆଇ ଅରକ୍ଷିତ ସେଠୀ । ଏସଆଇ ଅରକ୍ଷିତଙ୍କୁ ନିଲମ୍ବନ କରିଛନ୍ତି ଏସପି । ତେବେ କୋର୍ଟ ଚାଲାଣର କିଛି ସମୟ ପରେ ଜାମିନ ପାଇଥିଲା ଜଣେ ଦୁର୍ଦ୍ଦାନ୍ତ ଅପରାଧୀ । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଅପରାଧୀକୁ ଗିରଫ କରାଯାଇଥିଲା । କିନ୍ତୁ ଏହି ମାମଲାର ତଦନ୍ତରେ ଏସଆଇ କୋହଳ କରିଥିବା ଅଭିଯୋଗ ହୋଇଥିଲା । ଫଳରେ ଏସଆଇ ଅରକ୍ଷିତଙ୍କୁ ନିଲମ୍ବନ କଲେ ଏସପି ।

Get real time updates directly on you device, subscribe now.