fbpx

ଅସ୍ତରଙ୍ଗରେ ୫ମିନିଟ ଘୂର୍ଣ୍ଣିଝଡ଼ର ତାଣ୍ଡବ

ଅସ୍ତରଙ୍ଗ, ୩୦ା୧(ଓଡ଼ିଶା ଭାସ୍କର): ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଛି । ଏହା ସକାଳ ୧୦ଟା ୨୦ରେ ୫ମିନିଟର ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖାଦେଇଥିଲା । ପବନରେ ଆଜବେଷ୍ଟ ଓ ଚାଳଛପର ଘର ଉଡ଼ିଯାଇଥିବା ସୂଚନା ମିଳିଛି । ସେଠାରେ ହଠାତ ମେଘ ସହ ପବନ ମାଡ଼ି ଆସି ଏହିପରି ତାଣ୍ଡବ ରଚିଥିଲା ।

Get real time updates directly on you device, subscribe now.