SPORTSTOP STORIES

ଏସିଆନ୍ ଗେମ୍ସ, ଭାରତକୁ ତୃତୀୟ ସ୍ଵର୍ଣ୍ଣ

ସ୍ଵର୍ଣ୍ଣ ଜିତିଲେ ସୌରଭ

ଜାକର୍ତ୍ତା, ୨୧।୮: ଜାକର୍ତ୍ତା ଠାରେ ଚାଲିଥିବା ଏସିଆନ୍ ଗେମ୍ସ ୨୦୧୮ରେ ମଙ୍ଗଳବାର ଭାରତକୁ ମିଳିଛି ଆଉ ଏକ ସଫଳତା। ସୌରଭ ଚୌଧୁରୀ ୧୦ ମିଟର ଏୟାର ପିଷ୍ଟଲ ସୁଟିଂ ବର୍ଗ ରେ ଏହି
ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ଫଳରେ ଏହି ଏସିଆନ୍ ଗେମ୍ସ ରେ ଭାରତର ସ୍ଵର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଛି।

ଏହା ସହ ଏହି ବର୍ଗ ରେ ଭାରତର ଅଭିଷେକ ବର୍ମା ତୃତୀୟ ସ୍ଥାନ ରେ ରହି ବ୍ରୋଞ୍ଜ୍ ପଦକ ହାସଲ କରିଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close