fbpx

କାର୍ ଧକ୍କାରେ ଜଣେ ମୃତ

ଖୋର୍ଦ୍ଧା, ୨ା୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ସ୍ଥିତ ବେଗୁନିଆ ଥାନା ଗଡ଼ତରା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି । ସେଠାରେ କାର୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ହେଉଛନ୍ତି ଗଡ଼ତରାର ଜଗନ୍ନାଥ ପରିଡ଼ା । ଏନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ୫୭ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Get real time updates directly on you device, subscribe now.