BUSINESSODISHATOP STORIES

ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ମେକ୍ ଇନ୍ ଓଡ଼ିଶା ରୋଡ୍ ଶୋ

ଭୁବନେଶ୍ୱର, ୧୧ା୯, (ଓଡ଼ିଶା ଭାସ୍କର) : ବୁଧବାର ନୂଆଦିଲ୍ଲୀରେ ମୁମ୍ବାଇ ଢାଞ୍ଚାରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆୟୋଜିତ ରୋଡ ଶୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥିନେଇ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ନୂଆଦିଲ୍ଲୀ ଯାତ୍ରା କରିଛନ୍ତି । ସେ ସେଠାରେ ବଡବଡ ପୁଞ୍ଜିନିବେଶକାରୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିବେ ବୋଲି ସୂଚନା ମିଳିଛି । ପୂର୍ବ ଭାରତରେ ଓଡ଼ିଶାକୁ ଏକ ମ୍ୟାନୁଫ୍ୟାକଚରିଂ ହବ୍ ଭାବେ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ ଚଳାଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close