CITY NEWSNEWSTOP STORIES

ଆଇଗିଣିଆ ଛକରେ ଟ୍ରଲର କୁ ପିଟିଲା ଡମ୍ପର, ୧ ମୃତ

ଭୁବନେଶ୍ୱର, ୧୨।୯ (ଓଡ଼ିଶା ଭାସ୍କର): ଭୁବନେଶ୍ବରର ଖଣ୍ଡଗିରି ନିକଟସ୍ଥ ଆଇଗିଣିଆ ଛକରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ସେଠାରେ ଏକ ଟ୍ରଲର କୁ ଅନ୍ୟ ଏକ ଡମ୍ପର ପଛପଟୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close