ODISHAPOLITICSTOP STORIES

ଦାମ ବିଜେଡିରୁ ବହିସ୍କୃତ

ଭୁବନେଶ୍ୱର, ୧୨ା୯ (ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କୁ ବୁଧବାର ବିଜେଡ଼ିରୁ ବହିସ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଦଳ ବିରୋଧି କାର୍ଯ୍ୟ ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ବ୍ରାହ୍ମଣ ସମାଜ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଡାକ୍ତର ରାଉତ ମନ୍ତ୍ରୀ, ଉପସଭାପତି ଏବଂ ପର୍ଯ୍ୟବେକ୍ଷକ ପଦରୁ ବିଦା ହୋଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Close