ODISHATOP STORIES

ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅଭଢା ଚାର୍ଟ

ପୁରୀ, ୧୨ା୯, (ଓଡ଼ିଶା ଭାସ୍କର) : ଶ୍ରୀମନ୍ଦିରରେ ସଂସ୍କାର ଓ ଶୃଙ୍ଖଳା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଏଣିକି ଆନନ୍ଦବଜାରରେ ଥାଳି ଦରରେ ଅଭଢା ମିଳିବ ବୋଲି ପରିଚାଳନା କମିଟି ବୈଠକରେ ପ୍ରସ୍ତାବ ରଖାଯାଇଛି । ଥାଳି ଦର ୭୦, ୮୦ ଓ ୧୨୦ ଟଙ୍କା ରଖାଯିବ ବୋଲି ସୂଚନା ମିଳିଛି । ଏହାଛଡ଼ା କୁଢୁଆ ରେଟ୍ ଚାର୍ଟ ଆନନ୍ଦବଜାରରେ ମରାଯିବ ବୋଲି କୁହାଯାଇଛି । ଭକ୍ତମାନେ ରେଟ୍ ଚାର୍ଟ ଦେଖି ଅଭଢା କୁଢୁଆ କିଣିବେ ବୋଲି ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close