NATIONALTOP STORIES

ପୁଣି ବଢିଲା ପେଟ୍ରୋଲ, ଡିଜେଲ୍ ଦର

ନୂଆଦିଲ୍ଲୀ, ୧୩।୯: ତୈଳ ଦରବୃଦ୍ଧି ଥମିବାରେ ନା ନେଉନାହିଁ ।
ଗୁରୁବାର ପୁଣି ମୂଲ୍ୟ ବୃଦ୍ଧି ହୋଇଛି ପେଟ୍ରୋଲ ଓ ଡିଜେଲ ର । ଗୁରୁବାର ପେଟ୍ରୋଲ୍ ମୂଲ୍ୟ ୧୩ ପଇସା ବଢ଼ିଥିବା ବେଳେ ଡିଜେଲ୍ ୧୨ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍ ଦର ୭୯ ଟଙ୍କା ୮୫ ପଇସା ଓ ଡିଜେଲ ଦର ୭୮ ଟଙ୍କା ୪୨ ପଇସା ହୋଇଯାଇଛି। ବୁଧବାର ପାଇଁ ପେଟ୍ରୋଲ୍ ଦର ୭୯ ଟଙ୍କା ୭୨ ପଇସା ଓ ଡିଜେଲ ଦର ୭୮ ଟଙ୍କା ୩୦ ପଇସା ଥିଲା। ତେବେ ଏପରି ବାରମ୍ବାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି । ଏପରିକି ବିଭିନ୍ନ ବିରୋଧୀ ଦଳ ପକ୍ଷରୁ ଭାରତ ବନ୍ଦ୍ ପାଳନ କରାଯାଇଥିଲେମଧ୍ୟ ତୈଳ ଦରବୃଦ୍ଧି ଉପରେ ଅଙ୍କୁଶ ଲାଗି ପାରୁନାହିଁ।

Show More

Related Articles

Leave a Reply

Your email address will not be published. Required fields are marked *

Close