NATIONALTOP STORIES

କୋଚିନ ବନ୍ଦରରେ ବିସ୍ଫୋରଣ:୪ ମୃତ, ୧୩ଆହତ

କେରଳର କୋଚିନ ସିପ ୟ୍ୟାର୍ଡ଼ରେ ଘଟିଥିବା ଏକ ବିସ୍ଫୋରଣରେ ଅନୁନ୍ୟ ୪ଜଣ ପ୍ରାଣ ହରାଇ ଥିବାବେଳେ ୧୩ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ବିସ୍ଫୋରଣର ସଠିକ କାରଣ ଅଦ୍ୟାବଧି ତଦନ୍ତାଧୀନ ରହିଥିବାବେଳେ କୁହାଯାଉଛି ଏକ କଣ୍ଟେନର ମଧ୍ୟରେ ଏଭଳି ବିସ୍ଫୋରଣ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଗ୍ୟାସ ଟ୍ୟାଙ୍କର ଫାଟିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ପ୍ରାରମ୍ଭିକ ଅନୁଧ୍ୟାନରୁ ଜଣାପଡ଼ିଛି। ଓଏନଜିସି ଗ୍ୟାସ ଟ୍ୟାଙ୍କର ପ୍ରଚଣ୍ଡ ଶବ୍ଦରେ ଫାଟିବା ସହ ଆଖପାଖ ଅଞ୍ଚଳରେ ଲୁହା ଖଣ୍ଡ ଛିଟିକି ଯାଇଥିଲା। ଗ୍ୟାସ ନିର୍ଗତ ହେବା ସହ ସମ୍ପୃକ୍ତ୍ ଅଞ୍ଚଳରେ ନିଆଁ ଲାଗି ଯାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close