CITY NEWSNEWSODISHATOP STORIES

ଓଡ଼ିଶା ପୋଲିସ କିଣିବ ଡ୍ରୋନ୍, ଖର୍ଚ୍ଚ ହେବ ୩୦ ଲକ୍ଷ

ଭୁବନେଶ୍ୱର, ୧୫ା୯ (ଓଡ଼ିଶା ଭାସ୍କର) : ଓଡ଼ିଶା ପୋଲିସ ୨ଟି ଡ୍ରୋନ୍ କ୍ୟାମେରା କିଣିବାକୁ ମନସ୍ଥ କରିଛି । ଏଥିପାଇଁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଚୂଡ଼ାନ୍ତ ହୋଇଛି । ଗୋଟିଏ ଡ୍ରୋନ୍ କ୍ୟାମେରାର ମୂଲ୍ୟ ୧୫ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି । ଏହି କ୍ୟାମେରା ଲଣ୍ଡନରୁ ଆସିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି । ଗୋଟିଏ ଡ୍ରୋନ୍ ଗୁରୁପ୍ରିୟା ସେତୁରେ ଖଞ୍ଜାଯିବାକୁ ସ୍ଥିର ହୋଇଥିବା ବେଳେ ଅନ୍ୟଟି ଭୁବନେଶ୍ୱରରେ ଖଞ୍ଜାଯିବ । ଏହି କ୍ୟାମେରାକୁ ଓଡ଼ିଶା ପୋଲିସର ବରିଷ୍ଠ ଦକ୍ଷ ଅଫିସରମାନେ ନିୟନ୍ତ୍ରଣ କରିବେ ବୋଲି ଜଣାପଡିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close