fbpx

୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା

ଢେଙ୍କାନାଳ,୧୪ ।୨(ଓଡିଶା ଭାସ୍କର): ନାଗରିକ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ହୋଇଛି ଏହି ବନ୍ଦ ପାଳନ । ଏହି ବନ୍ଦ ପାଳନରେ ବିଭିନ୍ନ ସଙ୍ଗଠନ ସାମିଲ ହେବା ସହ ସ୍କୁଲ, ଅଫିସ ଓ ଦୋକାନ ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ରହିବାରୁ ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.