ODISHATOP STORIES

ଅଭିଜିତ ଆୟାର ବିବାଦକୁ ନେଇ କାଲି ବସିବ ଗୃହ କମିଟି ବୈଠକ

ଭୁବନେଶ୍ୱର, ୨୧।୯ (ଓଡ଼ିଶା ଭାସ୍କର): ଓଡିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ମୁର୍ଖ ଭଳି ବୟାନ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ପାଇଁ କାଲି ବସିବ ଗୃହ କମିଟି ବୈଠକ । ଗତକାଲି ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହ କମିଟି ଗଠନ ହୋଇଥିଲା । ଅଭିଜିତଙ୍କ ମନ୍ତବ୍ୟକୁ ନେଇ ଏହି ଗୃହ କମିଟି ତଦନ୍ତ କରିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କାଲି ବିଧାନସଭାର ୫୪ ନମ୍ବର କକ୍ଷରେ ଏହି ବୈଠକ ବସିବ।

Show More

Related Articles

Leave a Reply

Your email address will not be published. Required fields are marked *

Close