CRICKETSPORTSPORTSTOP STORIES

ଭାରତ ଏସିଆ କପ୍ ଚାମ୍ପିଅନ

ଦୁବାଇ, ୨୮ା୯ : ହାଇଭୋଲଟେଜ୍ ଫାଇନାଲରେ ବାଂଲାଦେଶକୁ ପରାସ୍ତ କରି ଭାରତ ଏସିଆର ସର୍ବଶ୍ରେଷ୍ଠ କ୍ରିକେଟ୍ କପ୍ ହାସଲ
କରିଛି । ଶୁକ୍ରବାର ଅନୁଷ୍ଠିତ ଟାଇଟଲ ମୁକାବିଲାରେ ୩ ୱିକେଟ୍ରେ ବିଜୟ ଲାଭ କରି ଭାରତ ସପ୍ତମ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି । ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମ୍ୟାଚରେ ରୋମାଞ୍ଚ ଲାଗିରହିଥିଲା ।
ଅନ୍ତିମ ବଲ୍ରେ ବିଜୟ ପାଇଁ ୧ ରନ୍ ବାକି ରହିଥିବା ବେଳେ କେଦାର ଯାଦବ ଦଳକୁ ବିଜୟୀ କରିଥିଲେ । ବିରାଟ କୋହଲୀଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହା ଦଳପାଇଁ ଏକ ବଡ ସଫଳତା। ଏହି ମ୍ୟାଚରେ ଶତକ ହାସଲ କରିଥିବା ବାଂଲା ଦେଶର ଲିଟନ୍
ଦାସ ମ୍ୟାନ ଅଫ୍ ଦ ମ୍ୟାଚ ଓ ଭାରତୀୟ ଓପନର ଶିଖର ଧୱନ ମ୍ୟାନ ଅଫ୍ ଦ ସିରିଜ୍ ପୁରସ୍କାର ଲାଭ କରି ଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close