fbpx

ଫସଲ ବୀମା ଦାବିରେ ତାତିଲେ ଚାଷୀ, ୩ ଅଫିସରେ ତାଲା

କୁଚିଣ୍ଡା,୧୮ ।୨(ଓଡିଶା ଭାସ୍କର): ଫସଲ ବୀମା ଦାବିରୋ ତାତିଲେ କୁଚିଣ୍ଡା ଚାଷୀ । ଏନେଇ ବ୍ଲକ୍, ତହସିଲ ଓ ସମବାୟ କାର୍ଯ୍ୟାଳୟରେ ତାଲା ମାରିବା ସହ ବ୍ଲକର ତିନୋଟି ଲ୍ୟାମ୍ଫରେ ଚାଷୀମାନେତାଲା ପକାଇ ଦେଇଛନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଫିସ ଓ ଲ୍ୟାମ୍ଫରେ ଚାଷୀମାନେ ତାଲା ପକାଇଛନ୍ତି । ସମସ୍ୟା ସମାଧାନ ନହେଲେ ରାସ୍ତାରୋକ କରିବାକୁ ଚେତାବନୀ ଦେଇଛନ୍ତି । ଅଫିସରେ ତାଲା ପକାଇଈ ଶତାଧିକ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।

Get real time updates directly on you device, subscribe now.