INTERNATIONAL NEWSNEWSTOP STORIES

ଜାପାନରେ ଟ୍ରାମି ଆତଙ୍କ

ଟୋକିଓ, ୨।୧୦ : ଜାପାନରେ ଟ୍ରାମି ଆତଙ୍କ ଖେଳାଇଛି। ଭୟଙ୍କର ଝଡ଼ବାତ୍ୟା ଟ୍ରାମି ଜାପାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ୨ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ୧୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି। ପଶ୍ଚିମ ଜାପାନ ଝଡ଼ବାତ୍ୟା ଯୋଗୁଁ ବ୍ୟାପକ ପ୍ରଭାବିତ ହୋଇଛି। ୨୧୬ କିଲୋମିଟର ବେଗରେ ପବନ ବହିଥିବା ବେଳେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେହିପରି ଝଡ଼ ଯୋଗୁଁ ଟ୍ରେନ ଓ ବିମାନ ସେବା ମଧ୍ୟ ବ୍ୟାହତ ହୋଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Close