CRICKETSPORTSPORTSTOP STORIES

ପ୍ରଥମ ଟେଷ୍ଟ,ଭାରତର ୬୪୯ ରନ୍ ଜବାବରେ ୱେଷ୍ଟଇଣ୍ଡିଜ୍‌ ୧୮୧ରେ ଅଲ୍ ଆଉଟ୍

ରାଜ୍‌କୋଟ୍‌, ୬।୧୦: ଗୁଜରାଟର ରାଜ୍‌କୋଟ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ପ୍ରଥମ ଇନିଂସରେ ମାତ୍ର ୧୮୧ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଛି। ଗତକାଲି ଦଳ ୯୪ ରନ୍‌ରେ ୬ଟି ୱିକେଟ୍ ହରାଇଥିବା ବେଳେ ଆଜି ସ୍କୋର ବୋର୍ଡରେ ଆଉ ୮୪ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ ବାକି ଖେଳାଳି।

Show More

Related Articles

Leave a Reply

Your email address will not be published. Required fields are marked *

Close