INTERNATIONAL NEWSNEWSTOP STORIES

ନ୍ୟୁୟର୍କରେ ସଡ଼କ ଦୁର୍ଘଟଣା, ୨୦ ମୃତ

ନ୍ୟୁୟର୍କ, ୭ା୧୦ : ଆମେରିକାର ନ୍ୟୁୟର୍କ ଠାରେ ଏକ ସଡକ ଦୁର୍ଘଟଣାରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଏକ ଦ୍ରୁତଗତିରେ ଆସୁଥିବା ଗାଡି ଅନ୍ୟଏକ ବାହାନ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଥିଲା । ଏକ ଜନଗହଳିପୂଟର୍ଣ୍ଣ ପର୍ଯ୍ୟଟନ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close