NATIONALTOP STORIES

ବାୟୁସେନା ପ୍ରତିଷ୍ଠା ଦିବସରେ ହିଣ୍ଡନରେ ଏୟାର ସୋ, ବିଶ୍ଵ ଦେଖୁଛି ଭାରତୀୟ ଯୁଦ୍ଧ ବିମାନର ସମରକଳା

ଗାଜିଆବାଦ, ୮।୧୦:  ବାୟୁ ସେନା ତଥା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଅକ୍ଟୋବର ୮ ଗୌରବର ଦିନ । ଏହି ଦିନ ବାୟୁସେନା ଦିବସ ପାଳନ ହୋଇଥାଏ । ଭାରତ ଆଜି ୮୬ତମ ବାୟୁସେନା ଦିବସ ପାଳନ କରୁଛି । ଏହି ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନମାନେ ଏୟାର ସୋ ମାଧ୍ୟମ ରେ ଲଢୁଆ ବିମାନରେ ପ୍ରଦର୍ଶନ ଦେଖାଉଛନ୍ତି। ବିଶ୍ଵ ବାସୀଙ୍କ ନଜର ଏହା ଉପରେ ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Close