CRIMEODISHATOP STORIES

ଭୁବନେଶ୍ୱର ବିମାନ ବନ୍ଦର ରୁ ପୁଣି ସୁନା ଜବତ

ଭୁବନେଶ୍ବର, ୮।୧୦ (ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନ ବନ୍ଦରରୁ ସୋମବାର ପୁଣି ସୁନା ଜବତ ହୋଇଛି।୧୭୦ ଗ୍ରାମ୍‌ର ୨ଟି ସୁନା ବିସ୍କୁଟ ଓ ବ୍ରେସ୍‌ଲେଟ୍‌ ଜବତ କରାଯାଇଛି। ମଳଦ୍ବାର ପଟେ ସୁନା ଆଣୁଥିବା ବେଳେ କଷ୍ଟମ ବିଭାଗ ଦ୍ବାରା ତାମିଲନାଡୁର ଜଣେ ଯୁବକ କୁ  ଅଟକ ରଖାଯାଇ ତଦନ୍ତ କରା ଯାଉଛି। ଏୟାର ଏସିଆ ବିମାନରେ କ୍ବାଲାଲମ୍‌ପୁରରୁ ଏହି ସୁନା ଆସିଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Close